ପୁଅକୁ କୋଦାଳରେ ହାଣି ହତ୍ୟାକଲା ମା’

ରାଉରକେଲା : ନିଜ ଜନ୍ମ କଲା ପୁଅକୁ ଫାଉଡ଼ା (କୋଦାଳ)ରେ ହାଣି ହତ୍ୟା କରିଛି ମା’। ଏହି ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ର ହେମଗିର ଥାନା ଅନ୍ତର୍ଗତ ଟପରିଆ ଗାଁରେ। ମଦ୍ୟପ ପୁଅର ଗାଳିଗୁଲଜ ଏବଂ ଅଶ୍ଳୀଳ ଆଚରଣରେ ବ୍ୟଥିତ ହୋଇ ମା’ ଏଭଳି କଠୋର ପଦକ୍ଷେପ ନେଇଥିବା ପୁଲିସ ଆଗରେ କହିଛି। ପୁଲିସ ହତ୍ୟାକାରୀ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଟପରିଆ ଗ୍ରାମର କୁଶମନ ବଢେକ୍‌ … Continue reading ପୁଅକୁ କୋଦାଳରେ ହାଣି ହତ୍ୟାକଲା ମା’